ପୋଷ୍ୟ ଗ୍ରାମ ସକଟା କୁ ପରିଦର୍ଶନ କଲେ ରାୟଗଡା ଜିଲ୍ଲା ପାଳ l

ପୋଷ୍ୟ ଗ୍ରାମ ସକଟା କୁ ପରିଦର୍ଶନ କଲେ ଜିଲ୍ଲା ପାଳ l
ରାୟଗଡା ଶୁଭମ :- ଆଜି ମୁନିଗୁଡା ବ୍ଲକ ର ମୁନିଖୋଲ ପଞ୍ଚୟତ ର ସକଟା ଭଳି ଡ଼ଙ୍ଗରିଆ ଅଧ୍ୟୁଷିତ ଗ୍ରାମ କୁ ପରିଦର୍ଶନ ରେ ଆସି ଅଂଚଳର ବିକାଶ ଦିଗରେ ସମସ୍ତେ ବ୍ଲକ ଅଧିକାରୀ ଙ୍କ ସହ ବିଭିନ୍ନ ବିକାଶ ପାଇଁ ଡ଼ଙ୍ଗରିଆ ଘର ଘର ବୁଲି ଡ଼ଙ୍ଗରିଆ ପରିବାର ର ସୁବିଧା ଓ ଅସୁବିଧା କଥା ବୁଝି ପାନୀୟ ଜଳ, ଶିକ୍ଷା ତଥା ଆବାସ ଗୃହ ପାଇଁ ଅଧିକ ରୁ ଅଧିକ ସାଧାରଣ ଲୋକଙ୍କ ସହିତ ଯୋଡିହୋଇ ବିକାଶ ସାଧନ ଦିଗରେ ସକଟା ଗ୍ରାମ କୁ ବିକାଶ ପହଂଚି ପାରିବ ସେ ଦିଗରେ ଅନ ଅଫିସିଆଲୀ ଗ୍ରସ୍ତ କୁ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଅନେକ ଆଶା ର ସଂଚାର କରିଛି,ତେବେ ୟାପୂର୍ବରୁ ଅନେକ ଜ଼ିଲ୍ଲା ପାଳ ଗ୍ରସ୍ତ କରିଛନ୍ତି କିନ୍ତୁ ସେ ଅନୁସାରେ ବିକାଶ ଆଜି ଯାଏଁ ପହଂଚି ପାରିନି ଡ଼ଙ୍ଗରିଆ ଙ୍କ ପାଖରେ ! ତେବେ ଡ଼ଙ୍ଗରିଆ ଙ୍କ ବିକାଶ କେବେ ହେବ ତାହା ଉପରବାଲା କୁ ହିଁ ଜଣା l
ରାୟଗଡା ରୁ ଧନୁର୍ଜୟ ରାଜୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






