ଜୟ ଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର,

Sep 5, 2024 - 18:45
Sep 5, 2024 - 18:47
 0  100
ଜୟ ଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର,

 ଜୟ ଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର 

ନର୍ଲା ଶୁଭମ ବାର୍ତ୍ତା :- ଆଜି ଆମ ଦେଶ ଭାରତ ର ୫୦ ଜଣ ଶିକ୍ଷକ ଙ୍କୁ କେନ୍ଦ୍ର ସରକାର ଙ୍କ ଦ୍ଵାରା ଜାତୀୟ ଶିକ୍ଷକ ପୁରସ୍କାର ମିଳି ଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ଙ୍କୁ ମଧ୍ୟ ଭାରତର ମହା ମହୀମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ କର କମଳ ରେ ପୁରସ୍କାର ପ୍ରଦାନ କରାଯାଇଥିଲା।ସେଥି ପାଇଁ ନର୍ଲା ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯିବା ସହିତ ଅଞ୍ଚଳ ବାସୀ ସମସ୍ତେ ଶ୍ରୀଯୁକ୍ତ କର ଙ୍କ ଉତ୍ତରୋତ୍ତର କାମନା କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହିତ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow