ନର୍ଲା ବିଦ୍ୟୁତ୍ ବିଭାଗ ତରଫରୁ ତିନି ଜଣ ବିଦ୍ୟୁତ୍ ଉପୋଭୋକ୍ତା ସମ୍ବର୍ଦ୍ଧିତ,

Dec 13, 2024 - 20:23
Dec 15, 2024 - 06:16
 0  11
ନର୍ଲା ବିଦ୍ୟୁତ୍  ବିଭାଗ ତରଫରୁ ତିନି ଜଣ ବିଦ୍ୟୁତ୍  ଉପୋଭୋକ୍ତା  ସମ୍ବର୍ଦ୍ଧିତ,

ନର୍ଲା ବିଦ୍ୟୁତ୍ ବିଭାଗ ତରଫରୁ ତିନି ଜଣ ବିଦ୍ୟୁତ୍ ଉପୋଭୋକ୍ତା ସମ୍ବର୍ଦ୍ଧିତ 

ନର୍ଲା ଶୁଭମ ବାର୍ତ୍ତା :-ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପଇଠ କରି ଆସୁ ଥିବା ବିଦ୍ୟୁତ୍ ଉପୋଭୋକ୍ତା ଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ବିଭାଗ ତରଫରୁ ଲଟେରୀ ମାଧ୍ୟମରେ ଚୟନ କରି ସମ୍ବର୍ଦ୍ଧିତ କରିବା ସହିତ ପୁରସ୍କାର ମାନ ପ୍ରଦାନ କରାଯାଉ ଥିବା ବେଳେ ନର୍ଲା ବିଦ୍ୟୁତ୍ ବିଭାଗ ତରଫରୁ ମଧ୍ୟ ଲଟେରୀ ମାଧ୍ୟମ ଚୟନ କରି ତିନି ଜଣ ଭାଗ୍ୟଶାଳୀ ବିଜେତା ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପୁରସ୍କାର ପ୍ରଦାନ କରା ଯାଇଛି।ସେମାନଙ୍କ ମଧ୍ୟରୁ ପ୍ରଥମ ଭାଗ୍ୟ ଶାଳୀ ବିଜେତା ମ ରାମ୍ ପୁର୍ ସେକ୍ସନ ବୁଡି ଖମନ୍ ଗାଁ ର ବାଲେଶ୍ୱର୍ ଭୋଇ ଙ୍କୁ ସ୍ମାର୍ଟ୍ ଫୋନ୍ ପୁରସ୍କାର୍ , ଦ୍ୱିତୀୟ ଭାଗ୍ୟ ଶାଳୀ ବିଜେତା ବିଶ୍ଵନାଥ ପୁର୍ ସେକ୍ସନ୍ ପୋଖରିବନ୍ଧ ଗାଁ ର ଯୁଗେଶ୍ୱର୍ ହରିଜନ୍ ଙ୍କୁ ମ୍ୟୁଜିକ୍ ସିଷ୍ଟମ୍ ପୁରସ୍କାର୍ ତୃତୀୟ ଭାଗ୍ୟ ଶାଳୀ ବିଜେତା ନର୍ଲା ସେକ୍ସନ ସାନ୍ ଗୁଣ୍ଡ୍ରି ଗାଁ ର ତୀର୍ଥ ରଣାଙ୍କୁ ସୋଲାର୍ ଲାଇଟ୍ ପୁରସ୍କାର ଦିଆ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ବିଦ୍ୟୁତ୍ ବିଭାଗ ର ଏସ ଡି ଓ ଙ୍କ ସହିତ ସମସ୍ତ ଅଧିକାରୀ ଓ ବିଭିନ୍ନ ଗାଁ ରୁ ଆସିଥିବା ବିଦ୍ୟୁତ୍ ଉପୋଭୋକ୍ତା ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow