ନର୍ଲା ପ୍ରେସ ଆସୋସିଏସନ୍ ଓଜେ ୟୁ ଶାଖା ପକ୍ଷରୁ ରାମପୁର ବ୍ଲକ ଗଉଡ କେଳା ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ,

Dec 13, 2024 - 21:22
Dec 15, 2024 - 06:29
 0  42
ନର୍ଲା ପ୍ରେସ ଆସୋସିଏସନ୍ ଓଜେ ୟୁ ଶାଖା ପକ୍ଷରୁ ରାମପୁର ବ୍ଲକ ଗଉଡ କେଳା ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ,

ନର୍ଲା ପ୍ରେସ ଆସୋସିଏସନ୍ ଓଜେ ୟୁ ଶାଖା ପକ୍ଷରୁ ରାମପୁର ବ୍ଲକ ଗଉଡ କେଳା ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଗଉଡ କେଳା ଗ୍ରାମ ନିକଟସ୍ଥ ଉତେଇ ନଦୀ କୂଳରେ ନର୍ଲା ପ୍ରେସ ଆସୋସିଏସନ୍ ର ସଭାପତି ଚିନ୍ତାମଣି ନାଏକ ସଭାପତିତ୍ବ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଏଥିରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବି ପ୍ରକାଶ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବି ସଞ୍ଜୟ ସାହୁ ସନାତନ ପଣ୍ଡା ଓ ରାମପୁର ଗ୍ରାମ ପଂଚାୟତ ର ସରପଞ୍ଚ ସତ୍ୟ ନାରାୟଣ ସାହୁ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଏହି ବୈଠକ ରେ ନର୍ଲା ପ୍ରେସ ଆସୋସିଏସନ୍ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସଂଘର ଆଗାମୀ କାର୍ଯ୍ୟପନ୍ଥା କିପରି ରହିବ ଏବଂ ସଂଘ ଆଗାମୀ ନୂତନ ବର୍ଷରେ କଣ କଣ କାର୍ଯ୍ୟ ହାତକୁ ନେଇ ସମସ୍ତ ସଦସ୍ୟ ଏକତ୍ରିତ ରହି ସଂଘ ପରିଚାଳନା ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ନିଷ୍ପତି ନିଆଗଲା ଏହି କାର୍ଯ୍ୟକ୍ରମ ରେ ସଂଘର ସମ୍ପାଦକ ସନ୍ତୋଷ କୁମାର ପାତ୍ର ଓ ଉପସଭାପତି ଡୋଲାମଣୀ ସାହୁ ଓ ନୃପରାଜ୍ ସାହୁ କୋଷାଧ୍ୟକ୍ଷ ସଞ୍ଜୀବ ଦାସ ଓ ବରିଷ୍ଠ ସଦସ୍ୟ ଭିକାରୀ ଚରଣ ଗଉଡ ,ବାବୁଲାଲ ବାଗ, ତପନ ସାହୁ , ଗଣେଶ ଭୋଇ , ଚତୁର୍ଭୁଜ ନାଏକ , ଜଗନ୍ନାଥ ନାଏକ , ନରୋତ୍ତମ ପାୟା ସିଂ, ଅଜିତ ମାଝି ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ସଂଘର ଉପଦେଷ୍ଟା ତଥା ଯୁବ ଆଇନଜୀବି ଶ୍ରୀଯୁକ୍ତ ଦୀପକ କୁମାର ସାହୁ ସଂଘକୁ ସୁଦୃଢ କରିବା ପାଇଁ ଏକ ପାଞ୍ଚ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ପୃଥକ୍ ପୃଥକ୍ ଦାୟିତ୍ଵ ଅର୍ପଣ କରି ସଭା ପରିଚାଳନା କରିଥିଲେ,

ନର୍ଲାରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow